Mu Heigali Aji Thu Tora Lyrics in Odia and English.New oriya song is sung by Udit Narayan and Ira Mohanty, lyrics written by Panchanan Nayak, music given by Japani Bhai. Starring by Pintu & Rupa.
Mu Heigali Ajithu Tora Odia Song Details:
- Song Name: Mu Heigali Ajithu Tora
- Singer: Udit Narayan & Ira Mohanty
- Lyricist: Panchanan Nayak
- Music: Japani Bhai
- Language: Odia (ଓଡ଼ିଆ)
Mu Heigali Ajithu Tora Odia Song Lyrics In Odia:
ଆଜି ଫଗୁଣରେ ଲାଗିଗଲା ରଙ୍ଗ
ସେଇ ରଙ୍ଗ ଆଜି ଦେଇଗଲା ଦାଗ
ହୋ ଆଜି ଫଗୁଣରେ ଲାଗିଗଲା ରଙ୍ଗ
ସେଇ ରଙ୍ଗ ଆଜି ଦେଇଗଲା ଦାଗ
ହୃଦୟ ଯଦି ଦେଲୁ ତୁ ମତେ
ଦେ କହିଲେ ଦେବି ମୁଁ ତତେ, ତୋପେ ସିନ୍ଦୂର
ମୁଁ ହେଇଗଲି ହେଇଗଲି ହେଇଗଲି ହେଇଗଲି
ଆଜିଠୁ ତୋର
ତୁ ହେଇଗଲୁ ହେଇଗଲୁ ହେଇଗଲୁ ହେଇଗଲୁ
ଆଜିଠୁ ମୋର
[MUSIC]
ପିଲାଦିନେ ଗୋଟେ କାହାଣୀ ମୁଁ ଶୁଣିଥିଲି
ଆକାଶ ଦେଶରେ ପରୀ ଟିଏ ଥାଏ ବୋଲି
ତୁ ସେଇ ପରୀ, ଆଜି ଜାଣି ଗଲି
ହାଁ କେବେ ଦିନେ ଗୋଟେ କବିତା ମୁଁ ପଢ଼ିଥିଲି
ସାଗର ମଝିରେ ରାଜା ଟିଏ ରହେ ବୋଲି
ତୁ ସେଇ ରାଜା, ଆଜି ଚିନହି ଗଲି
ଛାତିରେ ତତେ ରଖିବା ପାଇଁ
ସାତ ସାଗର ଆସିଛି ଡେଇଁ, ଦେବି ସିନ୍ଦୂର
ହଁ ମୁଁ ହେଇଗଲି ହେଇଗଲି ହେଇଗଲି ହେଇଗଲି
ଆଜିଠୁ ତୋର
ତୁ ହେଇଗଲୁ ହେଇଗଲୁ ହେଇଗଲୁ ହେଇଗଲୁ
ଆଜିଠୁ ମୋର
[MUSIC]
ଦିନକୁ ଦିନ ମୁଁ ସଜ ହେଲି ବେଶି କାଇଁ
ଆଇନା କହୁଛି ତୋ ପରି ସୁନ୍ଦରୀ ନାହିଁ
ମୁଁ ବୋଧେ ତୋ ବାଟ ରହିଛି ଚହି
ହୋ ଆକାଶ ଟା ଆଜି ପୃଥିବୀ କୁ ଛୁଇଁଦେଲା
ନିଜଠୁ ନିଜର କେହି ଜଣେ ମିଳିଗଲା
ତୋ ବାଟ ମୋ ବାଟ, ଗୋଟିଏ ହେଲା
ମନକୁ ଗୋଟେ ମନ ମିଳିଲା
ଆଉ ଯ ଖାଲି ବାକି ରହିଲା, ଟୋପିଏ ସିନ୍ଦୂର
ମୁଁ ହେଇଗଲି ହେଇଗଲି ହେଇଗଲି ହେଇଗଲି
ଆଜିଠୁ ତୋର
ତୁ ହେଇଗଲୁ ହେଇଗଲୁ ହେଇଗଲୁ ହେଇଗଲୁ
ଆଜିଠୁ ମୋର
Mu Heigali Ajithu Tora Lyrics In English
Aji phagunare lagigala ranga
Sei ranga aji deigala daga
Ho aji phagunare lagigala ranga
Sei ranga aji deigala daga
Hrudaya jadi delu tu mate
De kahile debi mu tate tope sindura
Mu heigali heigali heigali heigali
Ajithu tora
Tu heigalu heigalu heigalu heigalu
Ajithu mora
[MUSIC]
Piladine gote kahani mu sunithili
Aakasha deshare pari tie thae boli
Tu sei pari, aji janigali
Hanebe dine gote kabita mu padhithili
Sagara majhire raja tie rahe boli
Tu sei raja, aji chinhi gali
Chhatire tate rakhibaa pain
Saata sagara asichi dein, debi sindura
Hå mu heigali heigali heigali heigali
Ajithu tora
Tu heigalu heigalu heigalu heigalu
Ajithu mora
[MUSIC]
Dinaku dina mu saja heli beshi kain
Aina kahuchi to pari sundari nahi
Mu bodhe to bata, rahichi chahi
Aakasha taa aji pruthibi ku chhuindela
Nijathu nijara kehi jane miligala
To bata mo bata, gotie hela
Manaku gote mana milila
Aau ja khali baki rahila, tope sindura
Mu heigali heigali heigali heigali
Ajithu tora
Tu heigalu heigalu heigalu heigalu
Ajithu mora

